राज्य चुनें
ରାଜ୍ୟର ବିଭିନ୍ନ ଚର୍ଚ୍ଚିତ ଘଟଣାର ତଦନ୍ତ ରିପୋର୍ଟ ଓ କଥିତ ନିଖୋଜ ଫାଇଲ୍ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ (BJD)। ସୋସିଆଲ ମିଡିଆରେ ଦଳ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ନିଖୋଜ ହେବା ଘଟଣାକୁ ନେଇ ବଡ଼ ପ୍ରଶ୍ନ ଉଠାଯାଇଛି।

Leave a Reply